ପୁଣି ଜଣେ ନାବାଳିକା ବାହାବେଦିରୁ ଉଦ୍ଧାର : ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ

ଚନ୍ଦ୍ରଶେଖରପୁର: ବର୍ଷ ବର୍ଷର ସଚେତନତା ଓ କଠୋର ଆଇନ ପ୍ରଣୟନ ସତ୍ତ୍ୱେ ଖୋଦ୍‌ ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ ଭଳି କୁତ୍ସିତ ପ୍ରଥା। ଗତ ୩୦ ତାରିଖରେ ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ଓ ଚନ୍ଦକା ଥାନା ପୁଲିସ ବଧୂବେଶରେ ଥିବା ଜଣେ ନାବାଳିକାଙ୍କୁ ବାହାବେଦିରୁ ଉଦ୍ଧାର କରିଥିଲେ। ଏହି ମାମଲାର ମାତ୍ର ୭ ଦିନ ପରେ ପୁଣି ଏକ ସମାନ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ। … Continue reading ପୁଣି ଜଣେ ନାବାଳିକା ବାହାବେଦିରୁ ଉଦ୍ଧାର : ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ